ଓଡିଶା
ଖଡ଼ିଆଳ ମହୋତ୍ସବ ଅବସରରେ ହେଲ୍ପିଂ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ନିଶୁଳ୍କ ପିଇବା ପାଣି ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ
ପିଇବା ପାଣି ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା ତା:୦୮.୦୨. (ଓମ ପ୍ରକାଶ ଚୌଧୁରୀ ) ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଖଡିଆଳ ମହୋତ୍ସବ ଅବସରରେ ହେଲ୍ପିଂ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ନିଶୁଳ୍କ ପିଇବା ପାଣି ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି ସାମାଜିକ ସେବାମୂଳକ କାର୍ଯ୍ୟକ୍ରମରେ ସହାୟତା କରନ୍ତି। ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଅଧିକ ଲୋକଙ୍କ ପାଇଁ ପିଇବା ପାଣି ଓ ମାସ୍କର ବ୍ୟବସ୍ଥା କରାଯାଇଥିଲା,। ହେଲ୍ପିଂ ଫର୍ ହେଲ୍ପଲେସ୍ ପିପଲ୍ ଫାଉଣ୍ଡେସନ୍ ର ରାଜେଶ୍ୱର ଦର୍ଜୀ, ସଞ୍ଜୟ ଦର୍ଜୀ, ଦାମୋଦର ବେମାଲ, କୈଳାଶ ନାଗ, ରୋହିତ ଗହିର, ରିତୁ ବାରିକ, ସାର୍ଥକ ମୁଣ୍ଡ, ଦେବକୀ ସତନାମି, ଜସବନ୍ତି ମାଝି, ମିଯୁସ ମେହେର, କୁଲଦୀପ ମେହେର, ଲକ୍ଷ୍ମିବାଇ କରୁଆଁ, ଏବଂ 
ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ରହି ସକ୍ରିୟ ଭାବେ ସହଯୋଗ କରିଥିଲେ।
![]()




