Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ରେ ଆଇ ପି ଏସ ଅଧିକାରୀ ଭର୍ଶିତା ଅଦେପୁ ତାଙ୍କ ତାଲିମ ସମୟ କାର୍ଯ୍ୟ ଶେଷ କରି ନୂଆପଡ଼ା ରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡ଼ା ରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନୂଆପଡା ତା:୨୪.୦୨. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଇ ପି ଏସ ଅଧିକାରୀ ଭର୍ଶିତା ଆଦେପୁ ତାଙ୍କ ତାଲିମ ସମୟ କାର୍ଯ୍ୟ ଶେଷ କରି ନୂଆପଡ଼ା ରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ତାଙ୍କ ଆଇପିଏସ ଅଧିକାରୀ ରୂପେ ଯୋଗଦାନ ପାରେ ନୂଆପଡ଼ାରେ କାର୍ଯ୍ୟକାଳ ଅନେକ ସ୍ମୃତି ଓ ଅନୁଭୂତି ନେଇ ଯାଇଛନ୍ତି। ଏହି ଅଭିଜ୍ଞତା ତାଙ୍କ କର୍ମମୟ ଜୀବନରେ ଅନେକ ସହାୟତା ହେବା ସାଙ୍ଗକୁ ଏସ ପି ଅମୃତପାଲ ସିଂ ଙ୍କ ମାର୍ଗଦର୍ଶନ ନିଶ୍ଚିତ ରୂପେ କାର୍ଯ୍ୟରେ ଆସିବା। କର୍ମମୟ ଜୀବନ ସଫଳ ହେବା ସହ ଉଜ୍ଜଳ ଭବିଷ୍ୟ କାମନା କରି ଥିଲେ। ଦକ୍ଷ ପୋଲିସ ଅଧିକାରୀ ଭାବରେ ନେତୃତ୍ୱ ନେବାର ଦକ୍ଷତା ହାସଲ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!