Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ୧୪ ବର୍ଷ ବୟସ୍କ ବାଳିକାଙ୍କୁ ଜରାୟୁ ଗ୍ରିବା କର୍କଟ ପାଇଁ ମାତ୍ର ଏଚ ପି ବି ୧ ଟିକା ଯଥେଷ୍ଟ

୧୪ ବର୍ଷ ବୟସ୍କ ବାଳିକାଙ୍କୁ ଜରାୟୁ ଗ୍ରିବା କର୍କଟ ପାଇଁ ମାତ୍ର ଏଚ ପି ବି ୧ ଟିକା ଯଥେଷ୍ଟ

ନୂଆପଡା ତା:୦୨.୦୩.ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ୧୪ ବର୍ଷ ବୟସ୍କ ବାଳିକାଙ୍କୁ ଜରାୟୁ ଗ୍ରିବା କର୍କଟ ପାଇଁ ମାତ୍ର ଏଚ ପି ବି ୧ ଟିକା ଯଥେଷ୍ଟ ଅଟେ। ତେଣୁ ସ୍କୁଲ ଛାତ୍ରୀ ମାନଙ୍କୁ ଏହି ଟିକା ଦାନ ବ୍ୟବସ୍ଥା ଶୁଭାରମ୍ଭ ହୋଇଅଛି। ଖଡିଆଳ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ.ରଂଜିତ କୁମାର ରାଉତ, ଡଃ. ମହେନ୍ଦ୍ର କୁମାର ମାଝୀ, ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ଆଶା, ଏ ଏନ୍ ଏମ, ଆୟୁଷ ଡ଼ାକ୍ତର ଆଦିତ୍ୟ ନାରାୟଣ ଯୋଶୀ, ସମେତ ସମସ୍ତ ଅଧିକାରୀ ସାମିଲ ହୋଇଥିଲେ। ନିଜ ନାମ କୁ ୟୁ ଉଇଁ ରେ ପଞ୍ଜିକରଣ କରି ବିନା ମୂଲ୍ୟରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଟିକା ଦାନ ବ୍ୟବସ୍ଥା ହୋଇଅଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!