Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଆଦିବାସୀ ନେତା ଭୁଜବଳ ମାଝୀ, ସୁନାବେଡ଼ା ଅଭୟାରଣ୍ୟ ରେ ଜଣେ ଟାଣୁଆ ନେତା ଆଜି ଶାରୀରିକ ଅସୁସ୍ଥତା କାରଣରୁ ଅଣ୍ଟା ରୁ ତଳକୁ କାମ ଦେଉନାହିଁ, ନୂଆପଡ଼ା ବିଧାୟକ ସହାୟତା ପାଇଁ ପ୍ରତିଶୃତି

ନୂଆପଡ଼ା ବିଧାୟକ ସହାୟତା ପାଇଁ ପ୍ରତିଶୃତି

ନୂଆପଡା ତା:୦୩.୦୩.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଗ୍ରାମ ପଞ୍ଚାୟତ ସୁନାବେଡ଼ା ଗ୍ରାମର ବାସିନ୍ଦା। ଦୀର୍ଘ ସମୟ ଧରି ସୁନାବେଡ଼ା ରେ ତାଙ୍କ ଆଦର୍ଶ ଓ ନୀତିରେ ନେତୃତ୍ଵ କରି ଆସୁଥିବା ବେଳେ ଆଦିମ ଜନଜାତି ଙ୍କ ସଂସ୍କୃତି ପରମ୍ପରା ରେ ଜଡ଼ିତ ରହି ସମାଜ ପାଇଁ ନିଜ ଜୀବନ କୁ ଉସାର୍ଗିକୃତ୍ କରିଥିଲେ। ଅଭୟାରଣ୍ୟ ର ପାରମ୍ପାରିକ ନାଟକ ଅଲ୍ଲା ଉଦଲ ନାଟକ ରେ ମୁଖ୍ୟ ଭୂମିକା ଗ୍ରହଣ କରି ଜଣେ କଳାକାର ରୂପେ ନିଜ ଶ୍ବତ୍ତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଞ୍ଚଳର ମାଓବାଦୀଙ୍କ ଗତିବିଧି ଥିବା ବେଳେ ଅତି ସତର୍କତା ରେ ଜୀବନ ନିର୍ବାହ କରି ଅଭୟାରଣ୍ୟ ରେ ମାଓବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ରେ ମଧ୍ୟ ସାମିଲ ଥିଲେ। ଭୁଜବଳ ଙ୍କ ମେରୁଦଣ୍ଡ ହାଡ ବଢ଼ି ତାଙ୍କ ଶିରା ପ୍ରଶିରା ଚାପ ପ୍ରୟୋଗ ଯୋଗୁଁ ଅସ୍ତ୍ରୋପଚାର କରିଥିଲେ। ପରେ ସେ ଠିକ୍ ରୂପେ ଚାଲି ପାରୁ ନଥିବା ବେଳେ ତାଙ୍କ ପାଇଁ ଆବଶ୍ୟକ ସହାୟତା କରିବା ପାଇଁ ନୂଆପଡ଼ା ବିଧାୟକ ଜୟ ଭାଇ ଢୋଲକିଆ ପ୍ରତିଶ୍ରୁତି ଦେଇଥିଲେ। ଭୁଜବଳ ମାଝୀ ତାଙ୍କ ଫିଜିଓଥିରାପି ଦୀର୍ଘ ଏକ ମାସ ନେବା କୁ ପଡ଼ିବ। ତେଣୁ ସେଠାରେ ରହିବା ଖର୍ଚ୍ଚ ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ସହାୟତା ନେଇ ଅନୁରୋଧ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!