Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଖଡିଆଳ ପୋଲିସ ଦ୍ବାରା ବେଆଇନ ସଟା ଖେଳ ଉପରେ ଚଢ଼ାଉ, ତିନି ଅଭିଯୁକ୍ତ ଗିରଫ, ୧୯୬୦୦ ଟଙ୍କା ହଜାର ଟଙ୍କା ଜବତ

ସଟା ଖେଳ ଉପରେ ଚଢ଼ାଉ, ତିନି ଅଭିଯୁକ୍ତ ଗିରଫ, ୧୯୬୦୦ ଟଙ୍କା ହଜାର ଟଙ୍କା ଜବତ କରିଛନ୍ତି।

ନୂଆପଡା ତା:୧୦.୦୩. (ଜିଲ୍ଲା ଖବର) (ଓମ ପ୍ରକାଶ ଚୌଧୁରୀ )ଖଡିଆଳ ପୋଲିସ ଦ୍ବାରା ବେଆଇନ ସଟା ଖେଳ ଉପରେ ଚଢ଼ାଉ, ତିନି ଅଭିଯୁକ୍ତ ଗିରଫ, ୧୯୬୦୦ ଟଙ୍କା ହଜାର ଟଙ୍କା ଜବତ କରିଛନ୍ତି।ଖଡିଆଳ ଥାନା କେଶ ନମ୍ୱର୍ ୮୦/୦୯.୦୩.୨୦୨୬ ଧାରା୨୯୪/୩୫୧(୨)୨୯୭/୩୧୮(୪) ରହିଅଛି। ଅଭିଯୁକ୍ତ ମାନେ ଖଡିଆଳ ୱାର୍ଡ ନମ୍ୱର ୭ ର ଗିରିଧାରୀ ନିଆଲ, ନନ୍ଦ ନିଆଲ୍ ସହ ୱାର୍ଡ ନମ୍ୱର୍ ୨ ଅଶୋକ ମହାଲିଙ୍ଗ ଗିରଫ କରିଛନ୍ତି। ଘଟଣା ସ୍ଥଳ ରେ ତିନି ଗୋଟି ମୋବାଇଲ, ଗୋଟିଏ କଲ୍କୁଲେଟର, ଗୋଟିଏ ଖାତା ରେ ବହୁ ଗୁଡ଼ାଏ ଦୁଇ ସଂଖ୍ୟା ବିଶିଷ୍ଟ ନମ୍ୱର୍ ଲେଖା ହୋଇଅଛି। ୧୦ ଗୋଟି ସଟା ଚାଟ ପେପର ଜବତ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!