Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଓଡ଼ିଶା ବିଧାନସଭା ପ୍ରକୋଷ୍ଠ ରେ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ପାଇଁ ମତଦାନ ଅନୁଷ୍ଠିତ

ବିଧାନସଭା ପ୍ରକୋଷ୍ଠ ରେ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ପାଇଁ ମତଦାନ ଅନୁଷ୍ଠିତ

ଭୁବନେଶ୍ୱର ତା:୧୬.୦୩.ଜିଲ୍ଲା ଖବର ଓଡ଼ିଶା ବିଧାନସଭା ପ୍ରକୋଷ୍ଠ ରେ ୪ ଜଣ ରାଜ୍ୟସଭା ପ୍ରାର୍ଥୀ ପାଇଁ ମତଦାନ ଅନୁଷ୍ଠିତ। ଆଜି ମତଦାନ କୁ ଅନୁଧ୍ୟାନ କଲେ ରାଜ୍ୟସଭା ନିର୍ବାଚନ ରେ କ୍ରସ ଭୋଟିଙ୍ଗ ହେବା ସ୍ପଷ୍ଟ ହୋଇଥିବା ବେଳେ ଦଳିୟ ମୁଖ୍ୟ ମଧ୍ୟ ଦୃଢକ୍ତି ପ୍ରକାଶ କରିଛନ୍ତି। ବିଜେପି ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ୍ କୁମାର ବିଜୟୀ ପୂର୍ବରୁ ସୁନିଶ୍ଚିତ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ବିଜୟୀ ସ୍ପଷ୍ଟ ହେବା ଦେଖାଯାଉଛି। ଅନେକ ନିଜ ପିତାଙ୍କ ପ୍ରତି ହୋଇଥିବା ଭୁଲ ର ପ୍ରତିଶୋଧ ନେଇଥିବା ବେଳେ ଦଳ ରେ ସୁପ୍ରୀମୋଙ୍କ ନିର୍ଦ୍ଧେଶ ଅବମାନନା କରିବା ଦେଖା ଯାଉଅଛି। ବିଜେଡି ବିଧାୟକମାନେ କ୍ରସ ଭୋଟିଙ୍ଗ କରିଥିବା ବେଳେ କଂଗ୍ରେସ ବିଧାୟକ ମାନେ ମଧ୍ୟ କ୍ରସ୍ ଭୋଟିଙ୍ଗ କରିଥିବ ଜଣାପଡିଛି। କ୍ରସ୍ ଭୋଟିଙ୍ଗ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!