
ଯାଜପୁର :୧୭.୫ ଜିଲ୍ଲା ଖବର ରଞ୍ଜୀତ ମହାନ୍ତି : ଟ୍ରାକ୍ଟର ଦୁର୍ଘଟଣା ରେ ଚାଷୀ ମୃତ। ମୃତ ଚାଷୀ ଜଣଙ୍କ ହେଲେ ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମର କାର୍ତିକ ଚନ୍ଦ୍ର ତ୍ରିପାଠୀ ଯାହାଙ୍କ ବୟସ ପାଖାପାଖି 70 ହେବ । ସେ ଆଜି ସଖାଳୁ ନିଜ ଜମିରେ ଟ୍ରାକ୍ଟର ଡକାଇ ଚାଷ କରୁଥିବା ସମୟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଚି। ଖବର ପାଇ ଘଟଣା ସ୍ଥଳରେ ବରୀ ରାମଚନ୍ଦ୍ରପୁର ପୋଲିସ ପହଂଚି ଶବ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକତ୍ସାଳୟ କୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଚି




