Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ବିଦୂତ ତାର ଉପରେ ଶୋଇଛି ଗଛ

ବିଦୂତ ତାର ଉପରେ ଶୋଇଛି ଗଛ

ଯାଜପୁର :୨୬ ୫( ଜିଲ୍ଲା ଖବର ଲାଇଫ ରଞ୍ଜୀତ) ମହାନ୍ତି କାଳବୈଶାଖୀ ପ୍ରଭାବ ରେ ଭଅଁରା ପଞ୍ଚାୟତର ଭଅଁରା ଗ୍ରାମ ର ବାବୁଲି ଓଝା ଙ୍କ ଘର ନିକଟ ରାସ୍ତା ପାର୍ଶ୍ଵ ରେ ଥିବା ବିଦୂତ ତାର ଉପରେ ସଜନାଗଛ ର ଡାଳ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥା ରେ ଶୋଇରହିଛି l ଲାଗିଥିବା ଡାଳ ଗୁଡ଼ିକ ଭାଙ୍ଗିଲେ ବିଦୂତ ତାର ଛିଡିବା ସହିତ ସେହି ଖୁଣ୍ଟ ରେ ଲାଗି ଷ୍ଟ୍ରିଟ ଲାଇଟ ମଧ୍ୟ୍ୟ ଲାଗିଛି ସଜନା ଗଛ ର ଡାଳ ଭାଙ୍ଗିପଡିଲେ ତାର ଛିଡି଼ବା ସହିତ ଲାଇଟ ଭାଙ୍ଗି ପଡିବା ସହିତ ଯାତାୟତ କରୁଥିବା ଲୋକ ଙ୍କ ଉପରେ ପଡିଯିବାର ସମ୍ବାବନା ରହୁଛି l ବିଭାଗ ତୁରନ୍ତ ଏତିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!