ଓଡିଶା
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ଥରେ ଆଦର୍ଶ ପାନୀୟ ଜଳ ସୁବ୍ୟବସ୍ଥା ଉଦ୍ଘାଟନ କଲେ ଖଡ଼ିଆଳ ବିଧାୟକ
ଥରେ ଆଦର୍ଶ ପାନୀୟ ଜଳ ସୁବ୍ୟବସ୍ଥା ଉଦ୍ଘାଟନ କଲେ ଖଡ଼ିଆଳ ବିଧାୟକ

ନୂଆପଡା ତ:୦୪.୦୫.ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମିଶନ ଥରେ ଆଦର୍ଶ ପାନୀୟ ଜଳ ସୁବ୍ୟବସ୍ଥା ଉଦ୍ଘାଟନ କଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଏହି ଜଳଛତ୍ର କୁ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନ ଉତ୍ସବ ରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା,ଅକ୍ଷୟ ନନ୍ଦ ଭୁ ବିଜେପି କର୍ମୀ ଯୋଗ ଦେଇଥିଲେ।




