ହନୁମାନ ବିଗ୍ରହ ଙ୍କ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ
ହନୁମାନ ବିଗ୍ରହ ଙ୍କ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ

ବରୀ ବ୍ଳକ କିମ୍ଭିରିଆପାଳ ପଞ୍ଚାୟତ ଭଳି ନୂଆ ଗାଁ ଉଦୟପୁର ଗ୍ରାମର ମଧ୍ୟ୍ୟସ୍ଥଳୀ ରେ ଥିବା ନୃସିଂହଜୀଉ ହନୁମାନ ଚାଳିଶା କମିଟି ଓ ଫାରୁଲ ରାଣୀ ଟ୍ରଷ୍ଠ ର ଅଧ୍ୟକ୍ଷ ବନବିହାରୀ ଦାସ ଙ୍କ ମିଳିତ ସହଯୋଗ ରେ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେlଇଯାଇଛି l ଏହି ଯଜ୍ଞରେ ପଣ୍ଡିତ ପିତାମ୍ବର କର ଙ୍କ ପୌରହିତରେ ରମେଶ ଚନ୍ଦ୍ର କର, ବ୍ରଜବନ୍ଧୁ ମିଶ୍ର, ଲଷ୍ମଣ ମିଶ୍ର ଙ୍କ ଦ୍ୱରା ପୂଜାଅର୍ଚନା ସହିତ ଚଣ୍ଡୀପାଠ କାର୍ଯ୍ୟକ୍ରମ କରାଯାଇଥିଲା l ଯଜ୍ଞକର୍ମରେ କର୍ତ୍ତାଭାବେ ଅଜୟ କୁମାର ଦାସ ଓ ସାଇଶ୍ରୀ ଦାସ ଙ୍କ ଦ୍ୱରା କଳସସ୍ଥାପନ, ବିଗ୍ରହଙ୍କ ନୂତନ ବର୍ଷ ପରିଧାନ କରାଯାଇଥିଲା l ଏଥିରେ କେନ୍ଦ୍ରାପଡ଼ା ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର, ବରୀ ବିଶ୍ୱହିନ୍ଦୁପରିଷଦ ର ବିଶ୍ୱନାଥ ତ୍ରିପାଠୀ, ଚିତ ରଞ୍ଜନ ପରିଡା, ପାର୍ଥ ଶର୍ମା, ସୋମନାଥ ସାହୁ, ରଞ୍ଜନ ସାହୁ, ଦୀପକ ଭରଦ୍ୱlଜ, ନୃସିଂହ ଜୀଉ ହନୁମାନ ଚାଳିଶା କମିଟିର ସଂଯୋଜକ ବିଷୁ ଚରଣ ସାହୁ, ଅଜୟ ପ୍ରଧାନ, ଶ୍ରୀଧର ପଣ୍ଡା, ସୁମିତ ସାହୁ, ସୁଶାନ୍ତ ବାରିକ, ନାଲୁ ପରିଡା, ଦୀଲପ ସାହୁ, ଦେବେନ୍ଦ୍ର ଦାସ, ମନୋଜ କୁମାର ସାହୁ ଓ ରାଧାଗୋବିନ୍ଦ କୀର୍ତ୍ତନ ପରିଷଦ ଦ୍ୱରା ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରାଚାଳନା କରାଯାଇଥିଲା l ଏଥିରେ ଆଖପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ଯୋଗଦେଇଥିଲେ




