ନୂଆପଡ଼ା, ୦୫/୦୨(ଜିଲ୍ଲା ଖବର):(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ସିନାପାଲି ପାଲି ଥାନା ଅନୁର୍ଗତ କାପସି ଗ୍ରାମର ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇ ଘଟଣାକୁ ନେଇ ସିନାପାଲି ଥାନାରେ ଅଭିଯୋଗ ଆକ୍ରମଣରେ ଯୁବକଜଣକ ଗୁରୁତର ଆହତ ହୋଇଥିଲେ। 2। ଗୁରୁତର ଆହତ ଯୁବକ ହେଲେ କାପସି ଗ୍ରାମର ଶମ୍ଭୁ ପ୍ରସାଦ ମାଝି। ଅଭିଯୋଗ ଅନୁସାରେ, ଗତ ୨୯ ତାରିଖରେ ଶମ୍ଭୁ ପ୍ରସାଦ ମାଝି ଓ ଆଳୋକ ଦାସଙ୍କ ମଧ୍ୟରେ ଏକ ବାଇକ କିଣାବିକା ସଂଘ ପର୍କିତ କାଗଜପତ୍ରକୁ ନେଇ ବିବାଦ ହୋଇଥିଲା। ଏହି ବିବାଦ ସମୟରେ ଆଳୋକ ଦାସ ଛୁରିରେ ଶମ୍ଭୁଙ୍କୁ ଆକ୍ରମଣ କରିଥିଲେ। ଲ। ରକ୍ତାକ୍ତ ଅବସ୍ଥାରେ ଶମ୍ଭୁ ନିଜ ବଡ଼ ଭାଇ ଦୁର୍ଯ୍ୟୋଧନ ମାଝିଙ୍କୁ ଫୋନ କରି ଘଟଣା ବିଷୟରେ ରେ ଜଣାଇଥୂ ଇଥିଲେ। ପରେ ଦୁର୍ଯ୍ୟୋଧନ ତୁରନ୍ତି ଶମ୍ଭୁଙ୍କୁ ସିନାପାଲି ଗୋଷ୍ଠୀ କେନ୍ଦ୍ରକୁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ତର ଥିବାରୁ ଶମ୍ଭୁଙ୍କୁ ଭବାନୀପାଟଣା ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯ ଯାଇଥିଲା। ବର୍ତ୍ତମାନ Iନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ପରିବାର ପକ୍ଷରୁ ଣାପଡ଼ିଛି । । ଏହି ଘଟଣା ସମ୍ପର୍କରେ ବଡ଼ ଭାଇ ଦୁର୍ଯ୍ୟୋଧନ ମାଝି ସିନାପାଲି ଥାନାରେ ଲିଖୂତ ଅଭିଯୋଗ କରିଥିବା ସୂଚନା ମିଳିଛି। ପୋଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଦୃଶ୍ୟମାନ ପଦକ୍ଷେପ ନ ନେଇଥିବାରୁ ଅଭିଯୋଗକାରୀଙ୍କ ପରିବାର ପକ୍ଷରୁ ରୁ ଅସନ୍ତୋଷ ପ୍ରକାଶ କରାଯାଇଛି ।