ଓଡିଶା
ନୂଆପଡ଼ା ଜିଲ୍ଲା ପୋଲିସ କୁ ବଡ ସଫଳତା, ୩ କୋଟି ରୁ ଉର୍ଦ୍ଧ ସାଇବର ଠକେଇ ଅଭିଯୋଗ ୬ ଅଭିଯୁକ୍ତଙ୍କୁ ଗିରଫ
ନୂଆପଡ଼ା ଏସ ପି ଙ୍କ ସାମ୍ବାଦିକ ସମ୍ମିଲନୀ ସୂଚନା,

ନୂଆପଡା ତା:୨୧.୦୨.(ଜିଲ୍ଲା ଖବର)(ଓମ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ପୋଲିସ କୁ ବଡ ସଫଳତା, ୩ କୋଟି ରୁ ଉର୍ଦ୍ଧ ସାଇବର ଠକେଇ ଅଭିଯୋଗ ୬ ଅଭିଯୁକ୍ତଙ୍କୁ ଗିରଫ, ନୂଆପଡ଼ା ଏସ ପି ଙ୍କ ସାମ୍ବାଦିକ ସମ୍ମିଲନୀ ସୂଚନା, ଜନତା ଙ୍କୁ ସଚେତନ ରହିବାକୁ ଆହ୍ବାନ କରିଛନ୍ତି। ସାଇବର ଠକେଇ ଭିଯୋଗ ବିଭିନ୍ନ ଥାନା ରେ ମାମଲା ରୁଜୁ ହୋଇଥିବା ବେଳେ ଏହି ଘଟଣା ର ତଦନ୍ତ ନେଇ ଏକ ସ୍ବତନ୍ତ୍ର ଦଳ ଗଠିତ କରିଥିଲେ। ଏସ ପି ଅମୃତ ପାଲ ସିଂ ଙ୍କ ନେତୃତ୍ୱରେ ଦଳ ବିଭିନ୍ନ ସ୍ଥାନ ଏବଂ ସହର କୁ ଯାଇ ଘଟଣା ର ପର୍ଦ୍ଦାଫାଶ କରିଥିଲେ। ଘଟଣା ରେ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଥିବା ବେଳେ ଠକେଇ ପାଇଁ ଆବଶ୍ୟକ ସାମଗ୍ରୀ, ନକଲି ବ୍ୟାଙ୍କ ପାଦ ବହି ଜବତ କରିଛନ୍ତି। ଘଟଣା ତଦନ୍ତ ଚାଲିଥିବା ନେଇ ନୂଆପଡ଼ା ଏ ପି ପ୍ରକ୍ଷ୍ କରିଛନ୍ତି। ଜନତାଙ୍କୁ ବିଶେଷ ଆହ୍ବାନ କରିଛନ୍ତି। ସଚେତନ ରହି ବ୍ୟାଙ୍କ ଠକେଇ ରୁ ବଞ୍ଚିବାକୁ ସଚେତନ ହେବା ନିତାନ୍ତ ଜରୁରୀ ଅଟେ।




