Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ପୋଲିସ ପକ୍ଷ ରୁ ଜଳଛତ୍ର ଶୁଭାରମ୍ଭ, ଏସପି ଅମୃତ ପାଲ ସିଂ ଦ୍ୱାରା ଜଳ ଛତ୍ର ଆରମ୍ଭ,

ପୋଲିସ ପକ୍ଷ ରୁ ଜଳଛତ୍ର ଶୁଭାରମ୍ଭ କରିଛନ୍ତି।

ନୂଆପଡା ତ:୧୮.୦୪.(ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଜନଗହଳି ସ୍ଥାନରେ ଆଜି ପୋଲିସ ପକ୍ଷ ରୁ ଜଳଛତ୍ର ଶୁଭାରମ୍ଭ କରିଛନ୍ତି। ଏହି ଜଳ ଛତ୍ର କୁ ପୋଲିସ ଏସପି ଅମୃତ ପାଲ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜଳ ଛତ୍ର ଆରମ୍ଭ କରିଥିବା ବେଳେ ଲୋକଙ୍କୁ ପାନୀୟ ଜଳ ପ୍ରଦାନ କରି ଗ୍ରୀଷ୍ମ କାଳୀନ ସତର୍କତା ଅବଲମ୍ବନ କରିବାକୁ ଆହ୍ୱାନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!