ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କୁ ଭବ୍ୟ ସ୍ଵାଗତ
ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ରଙ୍କୁ ଭବ୍ୟ ସ୍ଵାଗତ

ଯାଜପୁର (୮.୫. ଜିଲ୍ଲା ଖବର )( ରଂଜିତ ମହାନ୍ତି )ରସୁଲପୁର, ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ବରୀ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରନ୍ ଗିରିଠାରେ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟର୍କମରେ ଯୋଗ ଦେଇଛନ୍ତି । ତେବେ ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଳକର ବିଭିନ୍ନ ପଂଚାୟତରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇ ଥିବା ଦେଖୁବାକୁ କୁ ମିଳିଥିଲା । ପ୍ରଥମେ ସେ ଗୋପାଳପୁରସୁ ଡାକବଙ୍ଗଳ ଠାରେ ପଂହଚିବା ପରେ ବିଜେପିର ଶହଶହ ନେତା ଓ କର୍ମୀ ସ୍ଵାଗତ କରିଥିଲେ । ସେଠାରୁ ଏକ ବିଶାଳ କାର ଶୋଭାଯାତ୍ରାରେ ର ଏଭିମୁଖେ ବାହାରି ଥିଲେ । ବାଟରେ ରାଜେନ୍ଦ୍ର ପୁରଠାରେ ରନ୍ଗିରି
ଯୁବନେତା ସୁଶାନ୍ତ କୁମାର ବେହେରାଙ୍କ ଶହଶହ ମହି ଳା, ନେତୃତ୍ବରେ ଅତଲପୁରଠାରେ ଯୁବନେତା ରାଣା ପ୍ରତାପଙ୍କ ସମର୍ଥକ, ସାମନ୍ତରାପୁରଠାରେ ଶହଶହ ସମର୍ଥକ, ମଙ୍ଗରାଜପୁରଠାରେ ବିଜେପି ଯୁବ କର୍ମକର୍ତା ଓ ମହିଳା ନେତ୍ରୀ,ମହେଶ୍ଵରପୁର ପଂଚାୟତ ଚାନ୍ଦପୁରଠାରେ ସରପଂଚ ଝରଣା ପାତ୍ରଙ୍କ ନେତୃତ୍ୱରେ ଶହଶହ ସମର୍ଥକ, ବନ୍ଧଡିହ ପଂଚାୟତରେ ଶହଶହ ସମର୍ଥକ ଓ ବ୍ରହ୍ମବରଦା ପଂଚାୟତ ଚଣ୍ଡି ମନ୍ଦିର ପରିସରରେ ଯୁବନେତା ସଂଗ୍ରାମ ମହାନ୍ତି, ଅନିଲ ରାଉତ, ଉଦୟଭାନୁ ଦେଓ, ରୂପେଶ ରାଉତ, ଉମେଶ ବଟ୍ଟ, ସୁରେନ୍ଦ୍ର ରାଉତ ଓ ବିଚିତ୍ର ଓଝା ଓ ଝାଲପଡା ପଂଚା ଝାଲପଡା ଛକଠାରେ କାବୁଲି କାବ୍ ନାୟକଙ୍କ ନେତୃତ୍ବରେ ଶତାଧ୍ୟକ ମହିଳା, ହିଳା, ଯୁବନେତା ଓ ବିଜେପି କର୍ମୀ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ଵାଗତ କରି ଥିଲେ । ବ୍ରହ୍ମବରଦା ପଂଚାୟତସ୍ତୁ ବ୍ୟାଙ୍କ ଛକଠାରେ ଶତାଧିକ ସଂଖ୍ୟାଲଘୁ ସଂ ଭାଇମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।




