
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ବରୀ ରୁଆଁ ମୁଖ୍ୟ ଗମନା ଗମନ ରାସ୍ତା ର ବାଲିଆପାଳ ପଥରପୋଲର ବାଡ଼ ଭାଙ୍ଗି ରୁ ଜି ଗଲାଣି । ଏହି ଦେଇ ପ୍ରତ୍ୟେକ ଦିନ ବସ, ଟ୍ରକ, ଠାରୁ ଆରମ୍ଭ କରି ଜରୁରୀ ସେବା ସାଇକେଲ, ମଟର ସାଇକେଲ ଓ ପଥଚାରୀ ମାନେ ପ୍ରତ୍ୟେକ ଦିନ ଯାତାୟତ କରିଥାନ୍ତି ।ଦୀର୍ଘ ଦିନ ହେବ ସେତୁ ର ବାଡ଼ ଭାଙ୍ଗି ରୁଜି ଗଲେ ବିଭାଗ ର ଦୃଷ୍ଟି ଦେଉନି କ୍ଷ ପୂର୍ତ୍ତବିଭାଗ ଅଧୂନ ରେ ଏହି ସେତୁଟି ନୂତନ ବାଡ଼ ନିର୍ମାଣ ପାଇଁ ସ ପାଇଁ ସାଧାରଣ ଦାବି ହେଉଛି ନ ହେଲେ କେତେ ତବେଳେ ଯେ ଦୌବ ଦୁର୍ଘଟଣା ନ ଘଟିବ କିଏ କହି ପାରିବ।




