Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଗ୍ୟାସ ସଙ୍କଟ ଜଳଖିଆ ଦୋକାନୀ ଙ୍କ ଚୂଲି ଭରସା

ଗ୍ୟାସ ସଙ୍କଟ ଜଳଖିଆ ଦୋକାନୀ ଙ୍କ ଚୂଲି ଭରସା

ମଧ୍ୟ୍ୟପ୍ରାଚୀ ଯୁଦ୍ଧ ର ପ୍ରଭାବ ରେ ଗ୍ୟାସ ର ଅହେତୁକ ଅଭାବ ଯୋଗୁ ହୋଟେଲ ଠାରୁ ଆରମ୍ଭ ଜଳଖିଆ ଦୋକାନ ରେ ଖାଦ୍ୟ ପ୍ରସ୍ତୁତି କରୁଥିବା ଦେଖିବାକୁ ମିଳୁଛି l ଏଭଳି ଅବସ୍ଥା ରେ ଗ୍ୟାସ ବଦଳ ରେ କାଠ ଚୁଲା ହିଁ ଭରସା ବଜାର ରେ ଥିବା ହୋଟେଲ ଓ ଜଳଖିଆ ଦୋକାନ ରେ ବ୍ୟବସାୟୀ କରିବା କାଠିକର ପାଠ ହେଇପଡିଛି l ଏହା ଫଳରେ ଖାଉଟି ମାନେ ଗ୍ୟାସ କୁ ଆଦରି ନେଇଥିବା ବେଳେ ଏବେ କାଠ, ଘଷି ଉପରେ ନିର୍ଭର କରୁଛନ୍ତି l କାଠର ମୂଲ୍ୟ ବୃଦ୍ଧି ପାଉଛି l ଯାହା ଏବେ ଖାଉଟି ଉପରେ ବୋଝ ପଡୁଛି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!