Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ପଙ୍କପାଳ ସରପଞ୍ଚଙ୍କ ଆକାଳ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ପଙ୍କପାଳ ସରପଞ୍ଚଙ୍କ ଆକାଳ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ଯାଜପୁର ୨୮ ୪ (ଜିଲ୍ଲା ଖବର) (ରଂଜିତ ମହାନ୍ତ) ପଙ୍କପାଳ ସରପଞ୍ଚଙ୍କ ଆକାଳ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ ଦାନଗଦୀ ବ୍ଲକ ପଙ୍କପାଳ ପଞ୍ଚାୟତର ଯୁବ ସରପଞ୍ଚ ସ୍ମୃତିରଞ୍ଜନ ଜେନା (ମିଟିକା)ଙ୍କ ଅକାଳ ବିୟୋଗ ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୋକ ବର୍ତ୍ତାରେ ଇଂ ଘଡାଇ କହିଛନ୍ତି ଏଭଳି ଦୁଃଖଦ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ଭଗବାନଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ପ୍ରଭୁ ଶ୍ରୀଜଗନ୍ନାଥ ସେହି ଅମର ଆତ୍ମାଙ୍କୁ ତାଙ୍କ ପାଦ ପଦ୍ମରେ ସ୍ଥାନ ଦିଅନ୍ତୁ। ଏଭଳି କଠିନ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରିଛନ୍ତି ଇଂ ଘଡାଇ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!