Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

କୃତିଛାତ୍ର ଙ୍କୁ ସମ୍ବର୍ଦ୍ଧନା

କୃତିଛାତ୍ର ଙ୍କୁ ସମ୍ବର୍ଦ୍ଧନା

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ ସହିଦ୍ ଶ୍ରୁତି ବିଶ୍ୱାଳ ସ୍ମୃତି ପରିଷଦ ତରଫରୁ ଯାଜପୁର ବ୍ଳକ ଛତିଶଦେବିଲ ଗ୍ରାମର ସମୀର ବିଶ୍ୱାଳ ଙ୍କ ପୁଅ କୃତି ଛାତ୍ର ବିଶ୍ଵପ୍ରତାପ ବିଶ୍ୱାଳ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ ଦଶମ ଷ୍ଟାଣ୍ଡାର୍ଡ ରେ ୯୨. ୬%:ମାର୍କ ରଖି ଉତୀର୍ଣ୍ଣ ହୋଇଥିବାରୁ ପରିଷଦର, ସଭାପତି କାମଦେବ ବିଶ୍ୱାଳ ଓ ଅନ୍ୟ ସଦସ୍ୟ ଯଥା, ବିଜୟ କୁମାର ବିଶ୍ୱାଳ, ହରିହର ବିଶ୍ୱାଳ, ସନ୍ତୋଷ କୁମାର ବିଶ୍ୱାଳ, ବିମଳ ମହାପାତ୍ର, ସୂର୍ଯ୍ୟମଣୀ ବିଶ୍ୱାଳ, ଶୁଭେନ୍ଦୁ ବିଶ୍ୱାଳ, ମଧୁସୂଦନ ବିଶ୍ୱାଳ, ନୀଳମଣି ବିଶ୍ୱାଳ ଓ ସଦସ୍ୟ ସାମ୍ବାଦିକ ବିଶ୍ୱଭୂଷଣ ଜେନା ଉପସ୍ଥିତ ରହି ବିଶ୍ଵପ୍ରତାପ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ସହ ଦେଇ ସମ୍ବର୍ଦ୍ଧିତ କରିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!