Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଖଡିଆଳ ନଗର ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଷ୍ଟ୍ରୀୟ ଗଠନ, ଭାରତୀୟ ଜନତା ପାର୍ଟି ଉଦ୍ଧେଶ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତି ରେ ଜଣେ ସଚ୍ଚୋଟ ନାଗରିକଙ୍କ ଭୂମିକା ନେଇ ତାଲିମ ପ୍ରଦାନ କରିଥିଲେ।

ନୂଆପଡା ତା:୩୧.୦୩. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା ଖଡିଆଳ ନଗର ମଣ୍ଡଳ ପକ୍ଷ ରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମହା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି। ରାଷ୍ଟ୍ରୀୟ ଗଠନ, ଭାରତୀୟ ଜନତା ପାର୍ଟି ଉଦ୍ଧେଶ୍ୟ ଏବଂ ସାମ୍ପ୍ରତିକ ପରିସ୍ଥିତି ରେ ଜଣେ ସଚ୍ଚୋଟ ନାଗରିକଙ୍କ ଭୂମିକା ନେଇ ତାଲିମ ପ୍ରଦାନ କରିଥିଲେ। ଏହା ଦ୍ବାରା ସଚେତନ ଓ ପ୍ରଶିକ୍ଷଣ ଗ୍ରହଣ କରି ଅନୁପ୍ରବେଶ କାରୀଙ୍କ ବିରିଦ୍ଧିରେ ସଫଳ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଶିକ୍ଷକ ମାନେ ତାଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ଭାରତୀୟ ଅନେକ କର୍ମୀ ନେତା ଏବଂ ତାଲିମ ଗ୍ରହଣ କରୁଥିବା ପଂଚାୟତ, ବୁଥ କମିଟି ସଭାପତି ଓ କାର୍ଯ୍ୟକାରୀ ସଦସ୍ୟ ମାନେ ଯୋଗ ଦେଇଥିଲେ। ଏହି ଶିବିର ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!