
ଯାଜପୁର :(ଜିଲ୍ଲା ଖବର ଲାଇଫ )(ରଂଜିତ ମହାନ୍ତି ) ବରୀଚାଷୀମାନଙ୍କ ଲାଗି ଚାଷ କାର୍ଯ୍ୟରେ ବନ୍ୟା ଓ ବର୍ଷା ପାଣିର ଆବଶ୍ୟକ ଥୂବ ବେଳେ ଜଳ ସମ୍ପଦ ବି ଭାଗ ପକ୍ଷରୁ ନଦୀବନ୍ଧ ରେ ଚାଷଜମି କୁ ପାଣି ମଡ଼ାଇବା ଲାଗି ସୁଇଜ ଗେଟ ନିର୍ମାଣ କରିଥିବା ବେଳେ ଏବେ ବରୀ ବ୍ଳକ ଭଅଁରା ପଞ୍ଚାୟତର ଭଅଁରା ନନ୍ଦଲାଲ ଜୀଉ ମଠ ନିକଟ ନଦୀବନ୍ଧ ନିକଟରେ ପାଣି ନି ଷ୍କାସନ ପାଇଁ ଥ୍ବାସୁଇଜ ଗେଟ ଚାଷୀ ଙ୍କ କାର୍ଯ୍ୟରେ ଲାଗୁନି କ୍ଷ ତନ୍ତୀ ଘାଇ ନଦୀ ରେ ନ୍ୟାପାଣି ଆସି ଲେ ଏହି ସୁଇଜଗେଟ ଦେଇ ଚାଷଜମି କୁ ବନ୍ୟାପାଣି ପ୍ରବେଶ କରିଥାଏ କ୍ଷ କି ଛି ଦିନ ହେବସୁ ଇଜଗେଟ ଅଚଳ ହେବା ଫଳରେ ସୁଇଜ ଗେଟ ଟି କାର୍ଯ୍ୟ ନକରି ପାରି ନଦୀଜଳ ଆପେ ଆପେ ପ୍ରବେଶ କରୁଛି ହେଲେ ପାଣି ନିଷ୍କାସନ ହେଇପାରୁନି କ୍ଷସୁଇଜ ଗେଟି ଅଚଳ ହେଇପଡିଛି ନଦୀରେବନ୍ଯା ଗେଟ କୁ ଆସି ବାପୂର୍ବରୁ ସୁଇଜ କାର୍ଯ୍ୟକ୍ଷମ କରିବାପାଇଁ ଚାଷୀମାନେ ଦାବି ଦାବି କ କରିଛନ୍ତି କ୍ଷ ଏହି ସୁଇଜ ଗେଟ ଟି ବିଂଝାରପୁର ଜଳସମ୍ପଦ ବିଭାଗ ଅଧୂନ ରେ ଥିବାରୁ ବିଭାଗ ର ଉଚ୍ଚପ୍ରଦସ୍ତ ଅଧୂକାରି ଏତିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି




