Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇସାଦାନୀ ଗ୍ରାମ ପଞ୍ଚାୟତ କାଠଫାର ଗ୍ରାମ ମିତେ ଚିନ୍ଦା, ସ୍ଵାମୀ ମୃତ୍ୟୁ ର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ରୁ ବଞ୍ଚିତ

ଭଇସାଦାନୀ ଗ୍ରାମ ପଞ୍ଚାୟତ କାଠଫାର ଗ୍ରାମ ମିତେ ଚିନ୍ଦା,

ନୂଆପଡା ତା:୨୬.୦୧.( ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଭଇସାଦାନୀ ଗ୍ରାମ ପଞ୍ଚାୟତ କାଠଫାର ଗ୍ରାମ ମିତେ ଚିନ୍ଦା, ସ୍ଵାମୀ ମୃତ୍ୟୁ ର ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଭତ୍ତା ରୁ ବଞ୍ଚିତ। ପାର୍ବତ୍ୟ ଅଞ୍ଚଳ, ସମୁଦ୍ର ପତ୍ତନ ରୁ ୩୦୦୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ କାଠଫାର ଗ୍ରାମ। ଏହି ଗ୍ରାମରେ ଆଦିବାସୀ ବହୁଳ ହୋଇଥିବା ବେଳେ ପ୍ରଶାସନ ଦୃଷ୍ଟି ଆଡୁଆଲ ରେ ରହିଯାଉଛି। ମହିଳା ଙ୍କ ସ୍ବାମୀ ଦୀର୍ଘ ୪ ବର୍ଷ ପରେ ମଧ୍ୟ ସ୍ତ୍ରୀ ଙ୍କୁ ବିଧବା ଭତ୍ତା ମିଲି ପାରୁନାହିଁ। ଏହା କାହାର ଅବହେଳା। ପ୍ରଶାସନିକ ଅଧିକାରୀ ମହିଳାଙ୍କ ଅଧିକାର ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ। ବିଭିନ୍ନ ଆଳ ଦେଖାଇ ଭତ୍ତା ପାଉ ନଥିବା ବେଳେ ଆବଶ୍ୟକ ସ୍ଥଳେ ମୃତ୍ୟୁ ପ୍ରମାଣ କରି ତାକୁ ତାର ହକ ପ୍ରଦାନ ପାଇଁ ବିଶେଷ ଅନୁରୋଧ।ଆଶ୍ରମ ବିଦ୍ୟାଳୟ ରେ ରହି ରୋଷେଇ କରି ନିଜ ଜୀବନ ନିର୍ବାହ କରୁଥିବା ଜଣାଯାଏ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!