Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନୂଆପଡ଼ା ଜିଲ୍ଲାର ପ୍ରତିଷ୍ଠାତା, ବିଜୁଜନତା ଦଳର ବର୍ଷୀୟାନ ନେତା ସ୍ୱର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ନେଇ ବିଜୁଜନତା ଦଳ ପକ୍ଷ ରୁ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ,

ସ୍ୱର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ନେଇ ବିଜୁଜନତା ଦଳ ପକ୍ଷ ରୁ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ,

ନୂଆପଡା ତା:୦୨.୦୩. ଜିଲ୍ଲା ଖବର (ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲାର ପ୍ରତିଷ୍ଠାତା, ବିଜୁଜନତା ଦଳର ବର୍ଷୀୟାନ ନେତା ସ୍ୱର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ନେଇ ବିଜୁଜନତା ଦଳ ପକ୍ଷ ରୁ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି। ଯଥା ଶୀଘ୍ର ସଂକୀର୍ଣ୍ଣ ରାଜପଥର ଏକତା ଛକ ରେ ଓସାର କରିବା ସହ ପ୍ରତିମୂର୍ତ୍ତି ପୁନଃ ନିର୍ମାଣ ଦାବୀ କରିଛନ୍ତି। ଆବଶ୍ୟକ ସମ୍ମାନ ସହ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବା ପ୍ରତିଶ୍ରୁତି ପରେ ବିଜୁଜନତା ଦଳ କର୍ମୀ ଏବଂ ନେତା ମାନେ ପ୍ରକାଶ କରିଥିଲେ। ବିଜୁ ଜନତା ଦଳ ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ, ଭାନୁ ପ୍ରତାପ ସିଂ ମାଝୀ ଖିତିଶ ଅଶୋକ ବୋଧନକର, କର୍ମୀ ମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!