Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ

ରାସ୍ତାର ପଞ୍ଚାୟତ ଅଫିସ ସମ୍ମୁଖରେ ଜଳଛତ୍ର ଦିଆଯାଉଛି

ଯାଜପୁର ଜିଲ୍ଲା ୨୭ ୬ (ରଂଜିତ ମହାନ୍ତି )(ଜିଲ୍ଲା ଖବର )ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାହସପୁର ପଞ୍ଚାୟତର ପଞ୍ଚାୟତ ପକ୍ଷରୁ ବରୀ ବରୁଆ ମୁଖ୍ୟ ଗମନା ଗମନ ରାସ୍ତାର ପଞ୍ଚାୟତ ଅଫିସ ସମ୍ମୁଖରେ ଜଳଛତ୍ର ଦିଆଯାଉଛି l ସରପଞ୍ଚ କଳ୍ପନା ଭୂୟାଁ ଙ୍କ ତତ୍ୱlଅବ ଧାନରେ ଏହି ଜଳଛତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବlହ କୁ ଆଖି ଆଗରେ ରଖି ରାସ୍ତା ରେ ଯାତାୟତ କରୁଥିବା ଜନସାଧାରଣ ଦହି ସର ର୍ବତ ପିଇ ତୃଷ୍ଣା ମେଣ୍ଟାଉଛନ୍ତି l ଏଥିରେ ରେ ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ରାଉତ, ଆଶାକର୍ମୀ କାମିନୀ ପାଣି,ଏସଏଇଏମ ପ୍ରଫୁଲ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସେହିପରି ହନୁମାନଜୀଉ ଙ୍କ ମନ୍ଦିର ନିକଟରେ ପଞ୍ଚାୟତ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଜାରି ରହିଛି l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!