Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

କୋମନା ବ୍ଲକ ଅଫିସ ସାମନାରେ ଆମରଣ ଅନଶନରେ ବସିଛନ୍ତି l ଠିକାଦାର

ଆମରଣ ଅନଶନ କାମ କରି ଥିବା ୫୨ ଲକ୍ଷ ଟଙ୍କାର ବିଲ ପାଇବା ପାଇଁ ଜଣେ ବ୍ୟକ୍ତି

ନୂଆପଡା ୨୯ ୪ (ଜିଲ୍ଲା ଖବର )(ଓମ ପ୍ରକାଶ ଚୌଧୁରୀ )ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅଫିସ ସାମନାରେ ଆମରଣ ଅନଶନରେ ବସିଛନ୍ତି l ଠିକାଦାର ଅଶୋକ ଭୋଇ ଫାଇଭ ଟି ସମୟରେ କୋମନା ବ୍ଲକ ବାଞ୍ଜିବାହାଳ ଗାଁ ହାଇ ସ୍କୁଲରେ କାମ କରିବା ପାଇଁ ଅନୁମୋଦନ ପାଇ ଥିଲେ l ୭୩ ଲକ୍ଷ ଟଙ୍କାର କାମ ଥିଲା l ସେ ମାତ୍ର ୨୧ ଲକ୍ଷ ଟଙ୍କା ପାଇ ଥିବା ବେଳେ ବକେୟା ୫୨ ଲକ୍ଷ ଟଙ୍କା ପାଇ ନାହାନ୍ତି l ବାରମ୍ବାର ବ୍ଲକ ଅଫିସକୁ ବିଲ ପାଇଁ ଆସି ନିରାଶ ହେଲା ପରେ ଗତ କାଲି ଠାରୁ ବ୍ଲକ ଅଫିସ ସାମନାରେ ଆମରଣ ଅନଶନରେ ବସିଛନ୍ତି l ଘଟଣାର ଅନୁଧ୍ୟାନ କରାଯିବ ବୋଲି କୋମନା ବିଡ଼ିଓ ପବିତ୍ର କୁମାର୍ ସାମଲ ଜଣାଇଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!