ଓଡିଶା
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନ୍ଦର ମଣ୍ଡଲ ପକ୍ଷରୁ ଜନ୍ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ
ସୁନ୍ଦର ମଣ୍ଡଲ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ

ନୂଆପଡା ୨୯ ୪ (ଜିଲ୍ଲା ଖବର) (ଓମ ପ୍ରକାଶ ଚୌଧୁରୀ )-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନ୍ଦର ମଣ୍ଡଲ ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ଆଦିବାସୀ ମହିଳାମାନେ ସାମିଲ ହୋଇ ନାରୀଶକ୍ତି ବନ୍ଦନ ଅଧିନିୟମ କୁ ଲଗୁକରିବା ନେଇ ବିରୋଧୀଙ୍କ କୁଟଚକ୍ର କାରଣ କାରଣ ରୁ ମହିଳା ଙ୍କୁ ମିଳିବାକୁ ଥିବା ସମାନତା ଅଧିକାର, କର୍ତ୍ତବ୍ୟ ଏବଂ ଲୋକସଭା ରେ ନିର୍ବାଚନ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରୋକ୍ ଲାଗିଅଛି। ତେଣୁ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହେଉଅଛି। ଏହି କ୍ରମ ରେ ଆଦିବାସୀ ନେତା ବାଳକୃଷ୍ଣ ଶବର ଙ୍କ ନେତୃତ୍ୱରେ ଆଦିବାସୀ ମହିଳା ମାନେ ସାମିଲ ହୋଇଥିଲେ




