Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ

ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ

  • ଯାଜପୁର ୧୩ ୫. ଜିଲ୍ଲା ଖବର ରଂଜିତ ମହାନ୍ତି ଶୋଚନୀୟ ହେଲାଣି ବରୁଆଁ-ବରୀ ରାସ୍ତା, ମରାମତି କରୁନାହିଁ ପୂର୍ତ୍ତ ବିଭାଗ ଜିଲ୍ଲାର ଅନ୍ୟତମ ପ୍ରମୁଖ ରାସ୍ତା ବରୁଆଁ-ବରୀ ରାସ୍ତା ଶୋଚନୀୟ ହୋଇ ପଡିଛି । ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହୋଇଛି । ଆଜକୁ ଦୀର୍ଘ ଦିନ ହେଲା ରାସ୍ତାର ଏହି ଅବସ୍ଥା ହୋଇଥିଲା ବେଳେ ପୂର୍ତ୍ତ ବିଭାଗ ଏହାକୁ ମରାମତି କରିବା ବଦଳରେ ଚୁପ ବସିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାର ବଡ଼ ଓ ଛୋଟ ଗାଡି ଗତାଗତ କରୁଥିଲା ବେଳେ ରାସ୍ତାର ଏହି ଅବସ୍ଥା ଫଳରେ ଦୁର୍ଘଟଣା ଘଟୁଛି । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବା ଦାବି ହୋଇଛି

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!