ଓଡିଶା
ସୁକିନ୍ଦାର ସୁନା ଝିଅ ନିତୁ, ସଫଳତା ପାଇଁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମନ୍ତ୍ରୀ
ସୁକିନ୍ଦାର ସୁନା ଝିଅ ନିତୁ, ସଫଳତା ପାଇଁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମନ୍ତ୍ରୀ

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ସୁକିନ୍ଦାର ସୁନା ଝିଅ ନିତୁ, ସଫଳତା ପାଇଁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମନ୍ତ୍ରୀସୁକିନ୍ଦା ବ୍ଲକ ବର୍ତଣ୍ଡା ପଞ୍ଚାୟତର ଷୋଳପୁର ଗ୍ରାମର ମଙ୍ଗୁଳି ପ୍ରଧାନଙ୍କ ଝିଅ ନୀତୁ ପ୍ରଧାନ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ ପାରା ଫେନ୍ସିଂ ଚାମ୍ପିଅନସିପର ବ୍ୟକ୍ତିଗତ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ନିତୁଙ୍କ ଏହି ସଫଳତା ସମଗ୍ର ସୁକିନ୍ଦା ଅଞ୍ଚଳ ପାଇଁ ଗୌରବ ଆଣିଛି । ଏହି ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ନୀତୁଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ
- ଘଡାଇ।




