ଓଡିଶା
ନୂଆପଡ଼ା ଜିଲ୍ଲା ସଦଭାବନା ସଭା କେନ୍ଦ୍ରରେ ଷଷ୍ଠ ତମ ଜିଲ୍ଲାପରିଷଦ ଦଶମ୍ ବୈଠକ ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ସଦଭାବନା ସଭା କେନ୍ଦ୍ରରେ ଷଷ୍ଠ ତମ ଜିଲ୍ଲାପରିଷଦ ଦଶମ୍ ବୈଠକ ଅନୁଷ୍ଠିତ

ନୂଆପଡା ଜିଲ୍ଲା ତା: ୦୮.୦୫. ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ସଦଭାବନା ସଭା କେନ୍ଦ୍ରରେ ଷଷ୍ଠ ତମ ଜିଲ୍ଲା ପରିଷଦ ଦଶମ୍ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ କଲାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇ ବୈଠକ ରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଆହ୍ୱାନ କରିଥିଲେ। ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଜିଲ୍ଲାପାଳ ମଧୁସୂଦନ ଦାଶ, ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ଗ୍ରାମ୍ଉନ୍ନୟନ ବିଭିନ୍ନ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଖଡ଼ିଆଳ ବିଧାୟକ ଏବଂ ସମସ୍ତ ଜିଲ୍ଲା ପରିଷଦ ଆଧ୍ୟକ୍ଷା ସମେତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ବୈଠକ ବାହାରି ସଦଭାବନା ସଭା କେନ୍ଦ୍ର ସମ୍ମୁଖ ରେ ଚାଷୀଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ପ୍ରଦର୍ଶନ କରିଥିଲେ




