
ଯାଜପୁର ୧୭ ୫ ରଂଜିତ ମହାନ୍ତି
ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଳକ ଛତିଶଦେବିଲ ପଞ୍ଚାୟତର ଋଷିପୁରଠାରୁ ମହମ୍ମଦଜମାପୁର ୬ କିଲୋମିଟର ଘାଟକୂଳ ମୁଖ୍ୟ ଗମନାଗମନର ରାସ୍ତାରେ ୨୫ରୁ ଉଦ୍ଧ ହମ୍ପସ ହେବା ଫଳରେ ଜରୁରୀ ସେବାଠାରୁ ଆରମ୍ଭ କରି ୨ ଚକିଆ, ୪ ଚକିଆ ଯାନ ଗୁଡିକ ଯାତାୟତରେ କରିବାରେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପିଚୁ ରାସ୍ତାଟି ତନ୍ତୀଘାଇ ସେତୁ ଋଷିପୁରଠାରୁ ବରିଲେ। ନଦୀବନ୍ଧ د କିଲୋମିଟର ଉର୍ଦୁ ହେଇଥିବା ରାସ୍ତା ଋଷିପୁରପୁରଠାରୁ ମହମ୍ମଦଜମପୁର ଘାଟ ପର୍ଯ୍ୟନ୍ତ ରାସ୍ତା ବିଭିନ୍ନ ସ୍ଥାନରେ ହମ୍ପସ ଥିବାରୁ ପାଲଟିଛି ମରଣଯନ୍ତା ଏହି ରା ରାସ୍ତା ଦେଇ ପ୍ରତ୍ୟେକଦିନ ଭଅଁରା, ବୋଦୁଅ, ସାନସୁଆର, ବଡ଼ସୁଆର, ମାର୍କଣ୍ଡପୁର, ଛତି ଶଦେବିଲ ପଞ୍ଚାଉତ ସମେତ ଅଞ୍ଚଳର ଜନସାଧାରଣ, ଛାତ୍ରଛାତ୍ରୀ, ରୋଗୀ ଯାତାୟତ କରୁଥିବାବେଳେ ବାବେଳେ ପ୍ରତିଦିନ ହମ୍ପସ ଯୋଗୁ ବହୁସମୟରେ ଦୁର୍ଘଟଣା ଶିକାର ହେଉଛନ୍ତି । ତୁରନ୍ତ ରାସ୍ତା ପାର୍ଶ୍ବରୁ ହଟାଇବାକୁ ସାଧାରଣରେ ଦାବି ହେଉଛି ।




