Welcome to Jila khabara   Click to listen highlighted text! Welcome to Jila khabara
ମୁଖ୍ୟ ସମାଚାର

ନୂଆପଡ଼ା ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆରେ ଆରକ୍ଷୀ ସେବା କେନ୍ଦ୍ର ଉଦ୍‌ଘାଟିତ:

ଏସ୍‌ପି ଅମୃତପାଲ ସିଂହ କଲେ ଲୋକାର୍ପଣ

  • ​ନୂଆପଡ଼ା (୦୬/୦୮): (ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆ ପରିସରରେ ନବନିର୍ମିତ ‘ଆରକ୍ଷୀ ସେବା କେନ୍ଦ୍ର’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଅମୃତପାଲ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସେବା କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ।​ଏହି ସେବା କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସାଧାରଣ ଜନସାଧାରଣଙ୍କୁ ଆବଶ୍ୟକୀୟ ପୋଲିସ ସହାୟତା ତୁରନ୍ତ ଏବଂ ସହଜରେ ଯୋଗାଇ ଦିଆଯାଇପାରିବ। ଏହା ସହିତ ପୋଲିସ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ, ବିଶ୍ୱାସ ଏବଂ ସମନ୍ୱୟ ବୃଦ୍ଧି କରିବାରେ ଏହି ଆରକ୍ଷୀ ସେବା କେନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ ପାଇଛି।​ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ପୋଲିସ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!