Welcome to Jila khabara   Click to listen highlighted text! Welcome to Jila khabara
ଓଡିଶା

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ

ଯାଜପୁର: ୯.୫. ଜିଲ୍ଲା ଖବର ରଂଜିତ ମହାନ୍ତି

ବରୀ, ଦୀର୍ଘ ଦିନ ଧରି ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ସୂଚନା ମୁତାବକ ଉକ୍ତ ପ୍ରାଣ ଚିକିତ୍ସାଳୟଟି ବରୀ ମାଉଣ୍ଡ ବଜାରର ରାସ୍ତା କଡ଼ରେ ଥିବାରୁ ରାସ୍ତା ଉପରେ ପ୍ରାଣୀମାନଙ୍କୁ, କ’ଣ ରହସ୍ୟ ରହିଛି ତାହା ସାଧାରଣରେ ସନ୍ଦେହ ଦହ ସୃଷ୍ଟି କରିଛି | ସରକାରଙ୍କ ତରଫରୁ ଅର୍ଥ ବିନିଯୋଗ କରାଯାଇ ଗୃହ ନିର୍ମାଣ ହୋଇଥିଲେ ହେଁ ଭଡ଼ାରେ ପ୍ରାଣୀ କାର୍ଯ୍ୟାଳୟ ଚାଲିବା ଏବଂ ଉକ୍ତ ଭଡ଼ା ଅର୍ଥ ସରକାର କରିବା ଉପରେ ସମ୍ପୃକ୍ତ ବିଭାଗର ନଜର ନ ପଡ଼ିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ଚାପରେ ସମ୍ପୃକ୍ତ ବିଭାଗ ଚିକିତ୍ସା କରାଯିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବାର ନଜିର ରହିଛି । ସରକାରୀ ସ୍ତରରେ ଅର୍ଥ ମଞ୍ଜୁର ହୋଇ ପ୍ରାଣୀ ଚିକିତ୍ସାଳୟ ଗୃହନିର୍ମାଣ କାର୍ଯ୍ୟ ଶେ ଏହା କାର୍ଯ୍ୟକ୍ଷମ ନ ଶେଷ ହୋଇଥିଲେ ହେବା ଘଟଣା ଘଟଣା ପଛରେ ଚାପି ହୋଇ ସରକାରୀ ଗୃହ ଥାଇ ମଧ୍ୟ ଭଡ଼ାରେ ଗୃହ ନିଆଯାଇ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଉଛି ସେହି ଘଟଣାକୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ବରୀ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି


Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!