
ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ
ବରୀ,ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ବରୀ ବ୍ଲକ୍ ଅନ୍ତର୍ଗତ ପାଲଟପୁର ଗ୍ରାମର ରଞ୍ଜିତ୍ ମହାପାତ୍ରଙ୍କ ପୁଅ ସୌରଭ ମହାପାତ୍ର ୩୦ ରାଙ୍କ ହାସଲ କରିଛନ୍ତି।ସୌରଭ ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ +୨ ପାସ କଲା ପରେ ଓଡ଼ିଶା ଇଞ୍ଜିନିୟରିଙ୍ଗ କଲେଜ ରେ ବି ଟେକ ପାସ କରିଛନ୍ତି। ଜଣା ଶୁଣା ସମାଜ ସେବୀ ସଞ୍ଜିତ ମହାପାତ୍ରଙ୍କ ସେ ପୁତୁରା ଅଟନ୍ତି।




