-
ମୁଖ୍ୟ ସମାଚାର
ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ: ମା’କୁ ମାରି ରୋଷେଇ ଘର ଚଟାଣ ତଳେ ପୋତିଦେଲା ପୁଅ, ଅଭିଯୁକ୍ତ ଫେରାର୍
ପୁରୀ: ପୁରୀ ସହରର କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସଂବେଦନଶୀଳ ଓ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି।ଜଣେ ପାଷାଣ୍ଡ ପୁଅ ନିଜ ମା’କୁ ନିର୍ମମ ଭାବେ…
Read More » -
ଓଡିଶା
ବ୍ରହ୍ମପୁରରେ ଅବକାରୀ ଗୁଇନ୍ଦାର ବଡ଼ ଗଞ୍ଜେଇ ରେଡ୍: ଦାମୀ କାରରୁ ୧୯୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା। ଦାମୀ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ୧୯୫ କିଲୋ ଗଞ୍ଜେଇ…
Read More » -
ମୁଖ୍ୟ ସମାଚାର
ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା, ଆଜି ଜାରି ହେବ ଆଡ୍ମିଟ୍ କାର୍ଡ
ନୂଆଦିଲ୍ଲୀ: ନ୍ୟାସନାଲ ବୋର୍ଡ ଅଫ୍ ଏଗ୍ଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) ନିଟ୍-ପିଜି ୨୦୨୬ର ଆଡ୍ମିଟ୍ କାର୍ଡ ଜାରି ତାରିଖରେ ପରିବର୍ତ୍ତନ କରିଛି। ନୂଆ ସୂଚନା ଅନୁଯାୟୀ,…
Read More » -
ମୁଖ୍ୟ ସମାଚାର
ରାଜସ୍ଥାନରେ ଦାଦନ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ
ନୂଆପଡ଼ା:(ଜିଲ୍ଲା ଖବର) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତର ଖମତରାଇ ଗ୍ରାମରେରୋଜଗାର ଆଶାରେ ଘରଛାଡ଼ି ଶହ ଶହ କିଲୋମିଟର ଦୂରକୁ ଯାଇଥିଲେ। ପରିବାରର…
Read More » -
ରାଜନୀତି
ନୂଆପଡ଼ା ଜିଲ୍ଲା ଗସ୍ତରେ ପିସିସି ସଭାପତି
ନୂଆପଡ଼ା (୦୬/୦୮).ଜିଲ୍ଲା ଖବର ଲାଇଭ : ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ପିସିସି ସଭାପତି ଏବଂ ଅଖିଳ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ନେତୃବୃନ୍ଦ ଜିଲ୍ଲା…
Read More » -
ମୁଖ୍ୟ ସମାଚାର
ନୂଆପଡ଼ା ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆରେ ଆରକ୍ଷୀ ସେବା କେନ୍ଦ୍ର ଉଦ୍ଘାଟିତ:
ନୂଆପଡ଼ା (୦୬/୦୮): (ଜିଲ୍ଲା ଖବର )ନୂଆପଡ଼ା ଜିଲ୍ଲା ପୋଲିସ ରିଜର୍ଭ ପଡ଼ିଆ ପରିସରରେ ନବନିର୍ମିତ ‘ଆରକ୍ଷୀ ସେବା କେନ୍ଦ୍ର’ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା…
Read More » -
ମୁଖ୍ୟ ସମାଚାର
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ:
ନୂଆପଡା ତା:୦୫. ୦୮: ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି କୋମନା ଥାନା ଅନ୍ତର୍ଗତ ଦେଓଧରା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଚଢାଉ…
Read More » -
ମୁଖ୍ୟ ସମାଚାର
ଦୁର୍ନୀତି ପ୍ରତି ନୂଆପଡ଼ା ଜିଲ୍ଲା ପ୍ରଶାସନର ଶୂନ୍ୟ ସହନଶୀଳତା: ଲାଞ୍ଚ ଗ୍ରହଣ ଅଭିଯୋଗରେ ଖଡ଼ିଆଳ ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ
ନୂଆପଡ଼ା, ୪/୮ (ଜିଲ୍ଲା ଖବର ଲାଇଫ ): ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଦୁର୍ନୀତି ନିବାରଣ ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ…
Read More » -
ମୁଖ୍ୟ ସମାଚାର
ନୂଆପଡ଼ା ସୁନାବେଡ଼ା ଅଭୟାରଣ୍ୟରେ କଲରାପତରିଆ ବାଘ ଚିହ୍ନଟ:
ନୂଆପଡ଼ା (୦୩/୦୮): ଜିଲ୍ଲା ଖବର ନୂଆପଡ଼ା ଜିଲ୍ଲାସ୍ଥିତ ପ୍ରସିଦ୍ଧ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି ହୋଇଛି।…
Read More » -
ମୁଖ୍ୟ ସମାଚାର
ଖଡ଼ିଆଳରେ ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ
ଖଡ଼ିଆଳ (ଜିଲ୍ଲା ଖବର ଲାଇଭ )/ତା: ୨୯.୦୭: ନୂଆପଡ଼ା ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର.ଏସ.ଏସ.) ପକ୍ଷରୁ ଆଜି ଖଡ଼ିଆଳ ସ୍ଥିତ ଅଗ୍ରସେନ ଧର୍ମଶାଳା ପରିସରରେ ଗୁରୁ…
Read More »